ଗୁରୁ ନାନକ ହସ୍ପିଟାଲରେ ଅଗ୍ନିକାଣ୍ଡ : କୋଠାରୁ ଉଦ୍ଧାର ହେଲେ ୬୫୦ ରୋଗୀ

ଚଣ୍ଡିଗଡ଼: ଆଜି ଶନିବାର ଅପରାହ୍ନରେ ପଞ୍ଜାବର ଗୁରୁ ନାନକ ଦେବ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନାନୁସାରେ, ଓପିଡି ନିକଟରେ ଏକ ବଡ଼ ବିସ୍ଫୋରଣର ହେବା ପରେ ନିକଟସ୍ଥ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କଳା ଧୂଆଁରେ ହଜିଯାଇଥିଲା କୋଠା। ବହୁତ ଦୂରରୁ ଲୋକେ ନିଆଁ ଏବଂ କଳା ଧୂଆଁ ଦେଖିପାରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର … Continue reading ଗୁରୁ ନାନକ ହସ୍ପିଟାଲରେ ଅଗ୍ନିକାଣ୍ଡ : କୋଠାରୁ ଉଦ୍ଧାର ହେଲେ ୬୫୦ ରୋଗୀ